Thursday, July 5, 2018

               ॐ ଚାକିରିରେ ପ୍ରମୋଶନ ॐ

 ଚାକିରିରେ ଭାଗ୍ୟ ବିକ୍ରି ହୋଇଥାଏ ବୋଲି କୁହାଯାଏ

 କିନ୍ତୁ ଏହିକଥା ଆଜିକାଲି ପୂଣ୍ଣ ନକାରାତ୍ମକ ହୋଇଛି 

କାରଣ ଚାକିରିଟିଏ ପାଇବା ପାଇଁ ପ୍ରତ୍ୟେକ ଶିକ୍ଷତ 

ଯୁବକ ଲାଳାୟିତ। 

କିନ୍ତୁ ଚାକିରିର ସଂଖ୍ୟା କ୍ରମେ କ୍ରମେ କମିବାରେ ଲାଗିଛି

ଯେଉଁମାନେ ଚାକିରି କରିଛନ୍ତି ସେମାନ ତାଙ୍କର 

ଯୋଗ୍ୟତା ସେହି ପଦ ପାଇନଥିବାରୁ ଦୁଃଖିତ ଏବଂ

 ଅନେକ ଯେତ୍ରରେ ଉଚ୍ଚ ପଦକୁ  ପ୍ରମୋଶନ ହୋବାକୁ 

ଚେଷ୍ଟା କଲେ ମଧ୍ୟ ହୋଇପାରୁନାହିଁ। ଇଣ୍ଟରନ୍ୟାସନାଲ

 କମ୍ଫାନୀରେ ମାସକୁ ଲକ୍ଷ ଲକ୍ଷ  ରୋଜଗାର କରୁଥିବା 

ବ୍ୟକ୍ତି ଏବଂ ଵ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ମାସିକ ଆଜସ୍ର

 ଧନ ଅଜ୍ଜନ କରୁଥିବା ବ୍ୟକ୍ତି କମ୍ ନାହାଁନ୍ତି। ତାଙ୍କୁ ଦେଖି 

ଉକ୍ତ ଅଳ୍ପ ବେତନଭୋଗୀ କମଚାରୀ ମନ କୁଣ୍ଠିତ କରୁଛି

 ତାର ପ୍ରମୋଶନ ହୋଉନାହିଁ ବା ଅନ୍ୟ ଭଲ ଚାକିରି 

ପାଉନାହିଁ_ଏ କ୍ଷେତ୍ରରେ ନିମ୍ନ ଉପାୟ ମଧ୍ୟରୁ କୌଣସି 

ଉପାୟ କରି ଏବଂ ସବୁ ଉପାୟ କରି ଦେଖନ୍ତୁ, ନିଜର

 ଯୋଗ୍ୟତା ଅନୁସାରେ ନିଶ୍ଚିୟ ଭଲ ଚାକିରି ମିଳିପାରିବ

No comments:

Post a Comment

               ॐ ଚାକିରିରେ ପ୍ରମୋଶନ ॐ  ଚାକିରିରେ ଭାଗ୍ୟ ବିକ୍ରି ହୋଇଥାଏ ବୋଲି କୁହାଯାଏ  କିନ୍ତୁ ଏହିକଥା ଆଜିକାଲି ପୂଣ୍ଣ ନକାରାତ୍ମକ ହୋଇଛି  କାରଣ ଚାକ...